ଚୀନ୍‌ ସହ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍‌ ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏବଂ ଦକ୍ଷିଣ ଚୀନ୍‌ ସାଗରରେ ଉଭୟ ରାଷ୍ଟ୍ର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଲଗାତାର ଚୀନ୍‌ ବିରୋଧରେ କଟକଣା ଜାରି କରୁଛନ୍ତି। ୧୬ ଜୁନ୍‌ରୁ ଚୀନ୍‌ରୁ ଆସୁଥିବା ଯାତ୍ରୀ ବିମାନ ଉପରେ କଟକଣା ଲଗାଯିବାକୁ ଘୋଷଣା ହୋଇଥିବାରୁ ଚୀନ୍‌ର ସମସ୍ୟା ବଢ଼ିବା ସୁନିଶ୍ଚିତ ହୋଇଛି। ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ପାଇଁ … Continue reading ଚୀନ୍‌ ସହ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ଆମେରିକା